ସତର୍କ ହେଲେ କରୋନା ସଂକ୍ରମଣରୁ ରକ୍ଷା ପାଇପାରିବା, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର, ୧୨/୦୩: ସାମାନ୍ୟ ସଚେତନ ଓ ସତର୍କ ହେଲେ କରୋନା ସଂକ୍ରମଣରୁ ଆମେ ରକ୍ଷା ପାଇପାରିବା। ଜ୍ୱର, କାଶ କିମ୍ବା ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କଲେ ଆତଙ୍କିତ ନ ହୋଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବା ଆବଶ୍ୟକ।

 

Spread the love