ନୂଆପଡାରେ ଗଜରାଜ ଆତଙ୍କ

ନୂଆପଡାରେ ହାତୀ ଆତଙ୍କ । ବିଜାଖମନ ଜଙ୍ଗଲ ପରେ ଏବେ ଛତା ଜଙ୍ଗଲରେ ବୁଲୁଛନ୍ତି ୩୨ ଟିକିଆ ହାତୀପଲ ।

ବୁଧବାରଠୁ ହାତୀ ଘଉଡାଇବାରେ ନାକେଦମ୍ ହେଲାଣି କୋମନା ବନ ବିଭାଗ । ହାତୀକୁ ଘଉଡାଇବା ସହ ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ରାତିସାରା କୋମନା ପୋଲିସ ଓ ବନ ବିଭାଗ ପଇଁତରା ମାରୁଛନ୍ତି । ହେଲେ ଗଜରାଜ ହଟିବାର ନାଁ ନେଉନାହାଁନ୍ତି । ତେବେ ଗଜରାଜଙ୍କ ଆତଙ୍କ ପାଇଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି ।

Spread the love