ଓଲଟିଲା ପିକ୍‌ଅପ୍‌ ଭ୍ୟାନ, ୪୦ରୁ ଅଧିକ ଶ୍ରମିକ ଗୁରୁତର

ଧର୍ମଗଡ ୦୫/୦୮: ପିକଅପ ଭ୍ୟାନ ଓଲଟି ୪୦ରୁ ଉର୍ଦ୍ଧ୍ୱ ଶ୍ରମିକ ଗୁରୁତର । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପଲାଶପାଣି ଅଞ୍ଚଳରୁ ଧର୍ମଗଡକୁ ୪୦ରୁ ଉର୍ଦ୍ଧ୍ୱ ଶ୍ରମିକ ଧାନ ରୋଇବା ପାଇଁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଆସୁଥିଲେ । ଧର୍ମଗଡ-ନବରଙ୍ଗପୁର ବିଜୁ ଏକ୍ସପ୍ରେସୱେ ପିପିଲାଠାରେ ଭାରସାମ୍ୟ ହରାଇ ଭ୍ୟାନ ଓଲଟି ପଡିଥିଲା ଫଳରେ ଶ୍ରମିକ ମାନେ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତର ଶ୍ରମିକ ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି l

Spread the love