News ରାଜ୍ୟ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଦାସଙ୍କର ଦେହାନ୍ତ January 25, 2023January 25, 2023 Satya actor-mihir-dass-younger-son-aklanta-das-passes-away, state ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଦାସଙ୍କର ପରଲୋକ ହୋଇଛି । ଲିଭର ଜନିତ ସମସ୍ୟା ନେଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଥିବାବେଳେ ତାଙ୍କର ପରଲୋକ ହୋଇଛି । କଟକ ସତୀଚଉରାରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । Post Views: 469 Spread the love