ପାକିସ୍ତାନ ଉପରେ କ’ଣ କହିଲେ ଆଫଗାନୀ ଯୁବକ? ଭାରତୀୟ କହିଲେ ବାଃ ବାଃ, ପାକିସ୍ତାନ କହିଲା ଯା ଯା…

ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ମିତ୍ର ଦେଶ ଗୁଡିକ ଭାରତ ସପକ୍

ଷରେ ରହିଛନ୍ତି । ଭାରତ -ପାକିସ୍ତାନର ଦାନା ପାଣି ବନ୍ଦ କରିଥିବା ବେଳେ ପାକିସ୍ତାନର  ବିରୋଧୀ ଦେଶର ଯୁବକମାନେ ସୋସିଆଲ ମିଡିଆରେ ପାକିସ୍ଥାନକୁ ଆକ୍ରମଣ କରିବାରେ ଲାଗିପଡିଛନ୍ତି । 

ଭାରତର ମିତ୍ର ଦେଶ ଆଫଗାନିସ୍ତାନ ଜଣେ ଯୁବ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଛନ୍ତି । ଏହା ଅତି କମ ସମୟରେ ଚାରିଆଡେ ଭାଇରାଲ ହେବାରେ ଲାଗିଛି । ଭାରତୀୟ ଏହାକୁ ବାଃ ବାଃ କହୁଥିବା ବେଳେ ପାକିସ୍ତାନ କହୁଛି ଯା ଯା । ତେବେ ଆସନ୍ତୁ ଦେଖିବା ଏହି ଭିଡିଓରେ ଯୁବକ  ଜଣକ କଣ କହୁଛନ୍ତି ।

Spread the love