ଆହର କେନ୍ଦ୍ରରେ ମିଳୁଛି ପ୍ୟାକେଟ ଖାଦ୍ୟ

ଭୁବନେଶ୍ୱର: ଲକଡାଉନ କଟକଣାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ୧୨ଟି ଆହାର କେନ୍ଦ୍ରରେ ପ୍ୟାକେଟ ଖାଦ୍ୟ ପ୍ରଦାନ କରାଯିବ। ଏହି ପଦକ୍ଷେପ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶରେ ନିଆଯାଇଛି। ଲକଡାଉନ ଯୋଗୁ କେହି ଯେମିତି ଆହାର କେନ୍ଦ୍ରର ଶସ୍ତା ଓ ସୁରକ୍ଷିତ ଖାଦ୍ୟରୁ ବଂଚିତ ନ ହୁଅନ୍ତି ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Spread the love