ଅମରନାଥ ଯାତ୍ରା ଜୁନ ୩୦ରୁ ଆରମ୍ଭ

ନୂଆଦିଲ୍ଲୀ: ୨ ବର୍ଷ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା ।ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ଆଜି ଅମରନାଥ ବୋର୍ଡ ସହ ଏକ ବୈଠକରେ ଜୁନ ୩୦ ରୁ ଯାତ୍ରା ଆରମ୍ଭ ହେବ ବୋଲି ରାଜ୍ୟପାଳଙ୍କ କାର୍ଯ୍ଯାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି । କିନ୍ତୁ କରୋନା କଟକଣା ମଧ୍ୟରେ ୪୭ ଦିନ ପାଇଁ ପ୍ରଶାସନ ଅନୁମତି ଦେଇଛି। ମାତ୍ର ଯାତ୍ରା ସମୟରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରାଯିବ।ସମସ୍ତେ ମାସ୍କ ଏବଂ ନିିଜ ନିଜ ଦୂରତା ରକ୍ଷା କରି ଯାତ୍ରା କରିବେ।

Spread the love