କଟକରେ କେଉଁ କେଉଁ ଜାଗାରେ ଅମିତ ଶାହା କରିବେ ରୋଡ ସୋ’

କଟକ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ଏବଂ ବିଜେପି ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏଥିପାଇଁ ଉତ୍ସାହିତ ଅଛନ୍ତି ବିଜେପି କର୍ମୀ । କଟକରେ ରୋଡ୍ ସୋ କରି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ଅମିତ । ସନ୍ଧ୍ୟା ସାଢେ ୬ଟାରେ କଟକରେ ଆରମ୍ଭ ହେବ ରୋଡ୍ ସୋ ।

କଟକ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘାବଜାର, ଚୌଧୁରୀ ବଜାର, ବାଲୁବଜାର, ନିମଚୌଡି, ଚାନ୍ଦିନିଚୌକ, ମହମ୍ମଦିଆ ବଜାର, ସେକ୍ ବଜାର ଓ ଚଣ୍ଡିମନ୍ଦିର ଆଦି ଅଞ୍ଚଳରେ ଶାହା ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି ।

 

Spread the love