ଅମିତ ଶାହ ରେକର୍ଡ, ୫.୩୦ ଲକ୍ଷ ଭୋଟ ଆଗରେ

ପ୍ରଥମଥର ଲୋକସଭା ନିର୍ବାଚନ ଲଢ଼ୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରେକର୍ଡ କରିଛନ୍ତି। ତାଙ୍କୁ ଦଳ ଗୁଜରାଟ୍‌ର ଗାନ୍ଧି ନଗରରୁ ପ୍ରାର୍ଥୀ କରିଥିଲା। ବର୍ତ୍ତମାନ ସୁଦ୍ଧା ଶେଷ ହୋଇଥିବା ୨୧ ରାଉଣ୍ଡ ଗଣତି ପରେ ଶାହ ପ୍ରତିପକ୍ଷ ଦଳର ପ୍ରାର୍ଥୀଙ୍କ ଠାରୁ ୫.୩୦ ଲକ୍ଷ ଭୋଟରେ ଆଗରେ ରହିଛନ୍ତି। ଯଦି ଏହି ବ୍ୟବଧାନରେ ସେ ଜିତିବେ, ତା’ହେଲେ ସେ ନିଶ୍ଚିତ ଏକ ରେକର୍ଡ କରିବେ।

Spread the love