କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ, ଖଣି ମାଟି ସର୍ଭେ କରୁଛନ୍ତି ଅଧିକାରୀ

କୋରାପୁଟ ୧୧।୬: କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତରେ ଚାଲିଛି ଆନ୍ଧ୍ରର ଅନୁପ୍ରବେଶ । ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତରେ ଆନ୍ଧ୍ର ପକ୍ଷରୁ ଖଣି ମାଟି ସର୍ଭେ ଚିହ୍ନଟ କରାଯାଉଥିବା ସୂଚନା ମିଳିଛି । କୋଟିଆ ପଞ୍ଚାୟତର ଗାଲିଗବଦର ନିକଟରେ ଆନ୍ଧ୍ରର ମୃତ୍ତିକା ସଂରକ୍ଷଣ କରୁଥିବା କିଛି ଅଧିକାରୀଙ୍କୁ ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ପୁଣି ଥରେ ଆନ୍ଧ୍ର କିଛି ବଡ଼ ଷଡ଼ଯନ୍ତ୍ର ରଚୁଥିବା ନେଇ ସନ୍ଦେହ କରାଯାଉଛି ।

Spread the love