ମହିଳା ପୋଲିସ ଏଏସଆଇଙ୍କୁ ଆକ୍ରମଣ

ପୋଲିସ ଏଏସଆଇଙ୍କୁ ଆକ୍ରମଣ କରି କର୍ପୋରେଟର ଅଟକ । ଭୁବନେଶ୍ୱର ୨୯ ନମ୍ବର ୱାର୍ଡର ବିଜେପି କର୍ପୋରେଟର ଜୀବନ ରାଉତ ଅଟକ ଅଛନ୍ତି । ମଞ୍ଚେଶ୍ୱର ଥାନା ଏଏସଆଇ ଅଞ୍ଜନା ବରାଳଙ୍କୁ ଅକ୍ରମଣ ନେଇ ଅଭିଯୋଗ ହୋଇଛି । ୨ ଜଣ କର୍ପୋରେଟର ଆକ୍ରମଣ କରିଥିବା ବେଳେ ଜଣେ ଫେରାର ଅଛନ୍ତି । ମଂଚେଶ୍ୱର ଅଂଚଳରେ ରାସ୍ତାକାମକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଜୀବନ ରାଉତଙ୍କ ବିରୋଧରେ ପୂର୍ବରୁ ସହିଦନଗର ଥାନାରେ ରହିଛି ସଙ୍ଗୀନ ମାମଲା ।

Spread the love