ଆଜି ଭୁବନେଶ୍ୱର ଫେରୁଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଫେରୁଛନ୍ତି । ସୂଚନାଯୋଗ୍ୟ ଯେ ସାଂସଦ ମହୋଦୟା ସଂସଦର ବଜେଟ ଅଧିବେଶନରେ ଯୋଗଦେବାକୁ ଯାଇଥିଲେ ଏବଂ ପରେ ଦେଶବ୍ୟାପି ଲକଡା ଉନ ପାଇଁ ଆସି ପାରିନଥିଲେ । ଆଗାମୀ 25 ରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେଉଥିଲେ ମଧ୍ୟ୍ୟ ସମୟ ଅତିବାହିତ ନକରି ଆଜି ସଂସଦୀୟ କ୍ଷେତ୍ରରେ ପହଁଚୁଛନ୍ତି ସାଂସଦ ମହୋଦୟା ।

Spread the love