କଟକ ଏସ୍‌ସିବି ମେଡିକାଲ୍‌ର ଡାକ୍ତର ଗିରଫ

ଭୁବନେଶ୍ୱର: କଟକ ଏସ୍‌ସିବି ମେଡିକାଲ୍‌ର ରସିକିଆ ଡାକ୍ତରଙ୍କୁ ଗିରଫ କଲା ମହିଳା ଥାନା ପୋଲିସ । ଏକାଧିକ ଝିଅଙ୍କୁ ବିବାହ କରି ଠକିବା ଅଭିଯୋଗରେ  ଗିରଫ ହେଲେ ଡାକ୍ତର ଆଶିଷ ପଟ୍ଟନାୟକ । ପାହାଳ ନିକଟରୁ ତାଙ୍କୁ ଗିରଫ କରିଛି ପୋଲିସ । ଏବେ ସୁଦ୍ଧା ସେ ୪ ଜଣଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି ।

Spread the love