ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ଚେନ୍‌ ଓ ବେଙ୍ଗଲ ଫେଷ୍ଟିଭାଲର ଶୁଭାରମ୍ଭ

ଭୁବନେଶ୍ୱର ୧୨/୭: ରାଜ୍ୟର ସବୁଠାରୁ ବଡ଼  ଜୁଏଲାରି ଚେନ୍‌ ଷ୍ଟୋର ଓ ବ୍ରାଣ୍ଡ୍‌ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ୧୧ ତାରିଖରୁ ଚେନ୍‌ ଓ ବେଙ୍ଗଲ ଫେଷ୍ଟିଭାଲ ଆରମ୍ଭ ହୋଇଛି। ଫେଷ୍ଟିଭାଲରେ ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ସତନ୍ତ୍ର କାରିଗରୀ ଭରା ୧୦ହଜାରରୁ ଅଧିକ ଚମତ୍କୃତ ଡିଜାଇନ୍‌ର ଚେନ୍‌ ଓ ବେଙ୍ଗଲର ବିସ୍ତାର ସମ୍ଭାର ରଖାଯାଇଛି। ଯାହାକି ଗ୍ରାହକମାନଙ୍କୁ ବହୁତ ଆକୃଷ୍ଟ କରୁଛି।

ଏହା ସହିତ ଫେଷ୍ଟିଭାଲକୁ ମନଭରି ଉପଭୋଗ କରିବା ପାଇଁ ଅରୁନ୍ଧତୀ ଜୁଏଲର୍ସ ତରଫରୁ ଗ୍ରାହକଙ୍କ ପାଇଁ ଆର୍କଷଣୀୟ ସର୍ବୋତ୍କୃଷ୍ଟ ଅଫର ରହିଛି। ଯେଉଁଥିରେ ସୁନା ଗହଣା ଗଢ଼ାମଜୁରୀ ଉପରେ ୨,୦୨୨ ଟଙ୍କା ରିହାତି, ହୀରା ଗହଣା ମୂଲ୍ୟ ଉପରେ ୨୦,୦୨୨ ଟଙ୍କା ରିହାତି ଓ ରୁପା ଗଢାମଜୁରୀ ଉପରେ ୫୦% ପର୍ଯ୍ୟନ୍ତ ରିହାତିର ଅଫର ପାଇପାରିବେ।

ଏହି ଅଫର ଅରୁନ୍ଧତୀ ଜୁଏଲର୍ସର ସମସ୍ତ ୭ଟି ଶାଖାରେ ଉପଲବ୍ଧ ରହିଛି। ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ଏହି ଫେଷ୍ଟିଭାଲର ଆନନ୍ଦ ନେବା ପାଇଁ ସମସ୍ତ ଗ୍ରାହକମାନଙ୍କୁ ନିମନ୍ତ୍ରଣ କରାଯାଇଛି।

Spread the love