IPS ଅରୁଣ ରାୟଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର ୦୧/୧୨: ବରିଷ୍ଠ IPS ଅରୁଣ ରାୟଙ୍କୁ ଗୁରୁ ଦାୟିତ୍ୱ । ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହାସହ ହୋମଗାର୍ଡ ଡିଜି, ସିଭିଲ୍ ଡିଫେନ୍ସ ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ପୋଲିସ କମ୍ୟୁନିକେସନର ସ୍ପେଶାଲ ଡିଜି ଅଛନ୍ତି ଅରୁଣ ରାୟ । ୧୯୮୮ ବ୍ୟାଚ୍ IPS ଅଫିସର ହେଉଛନ୍ତି ଅରୁଣ ରାୟ ।

Spread the love