ହାଇକୋର୍ଟରେ ଏଏସଓ ମାମଲା: ଆବେଦନର ନକଲ ଦେବାକୁ ଓପିଏସସି ଓକିଲଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ହାଇକୋର୍ଟରେ ଏଏସଓ ପରୀକ୍ଷା ମୂଲ୍ୟାୟନ ସଂପର୍କିତ ମାମଲା । ଓପିଏସସି ଓକିଲଙ୍କୁ ଆବେଦନର ନକଲ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସବଜେକ୍ଟ ୱାଇଜ କ୍ୱାଲିଫାଇଂ ମାର୍କକୁ ନେଇ ଆପତ୍ତି ଉଠାଇଲେ ଆବେଦନକାରୀ । ପୂର୍ବ ପଦ୍ଧତି ଅନୁଯାୟୀ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଆବେଦନ । ଆସନ୍ତା ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।

 

Spread the love