୧୦୮ ଆମ୍ବୁଲାନ୍ସ ଉପରେ ଆକ୍ରମଣ

କରୋନା ସମୟରେ କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ ଉଦ୍ୟମ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କଣ୍ଟିଗଡିଆ ପଞ୍ଚାୟତ ପାଇକରାପୁରରେ ୧୦୮ ଆମ୍ବୁଲାନ୍ସ ଉପରେ ଆକ୍ରମଣ ଉଦ୍ୟମ । ଜଣେ ନିଶାଗ୍ରସ୍ତ ଯୁବକ ଆମ୍ବୁଲାନ୍ସକୁ ଅଟକାଇବା ସହ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ସେମାନଙ୍କୁ ଗାଡିର କାଚକୁ ବାରମ୍ବାର ଆକ୍ରମଣ କରିଚାଲିଥିଲା। ଏହି ଦ୍‌ଶ୍ୟ ସବୁକୁ  ଆମ୍ବୂଲାନ୍ସର କର୍ମଚାରୀମାନେ ନିଜ ମୋବାଇଲରେ ସୁଟ କରିଥିଲେ । ପରେ ଧର୍ମଶାଳା ପୋଲିସକୁ ଫୋନ କରି ସୂଚନା ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Spread the love