ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା, ୨ ଅଟକ

କୋରାପୁଟ ୨୫।୧୨: କୋରାପୁଟ ସହର ପରଜା ସାହିରେ ଯୁବକଙ୍କୁ ହତ୍ୟା । ମଦ୍ୟପାନ ପରେ କୌଣସି କାରଣକୁ ନେଇ ବଚସାରୁ ପିଟିପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ହତ୍ୟା ଅଭିଯୋଗରେ କୋରାପୁଟ ଟାଉନ ପୋଲିସ ଦ୍ବାରା ୨ ଅଟକ ଅଛନ୍ତି । ମୃତକ ହେଲେ ପରଜା ସାହିର ସନିଆ ପୂଜାରୀ । ଘଟଣାସ୍ଥଳରେ ଟାଉନ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଜାରି ରହିଛି।

Spread the love