ବଜେଟ୍ ପୂର୍ବରୁ ମତାମତ ଲୋଡିଲା ଅର୍ଥ ବିଭାଗ, ଏହିସବୁ ମାଧ୍ୟମରେ ଦେଇପାରିବେ ମତ

ଭୁବନେଶ୍ବର ୧।୧: ବଜେଟ୍‌ ପୂର୍ବରୁ ମତାମତ ଲୋଡିଲା ଅର୍ଥ ବିଭାଗ । ବଜେଟ୍‌ ପ୍ରସ୍ତୁତ ପୂର୍ବରୁ ମତାମତ ଲୋଡିଲା ଅର୍ଥ ବିଭାଗ । ଜନସାଧାରଣ, ନାଗରିକ ସମାଜ, ଅର୍ଥନୀତିଜ୍ଞଙ୍କଠାରୁ ଲୋଡାଗଲା ମତାମତ

। ଇ-ମେଲ୍‌, ଫେସବୁକ, ଟ୍ବିଟର ଏବଂ ହ୍ବାଟସଆପରେ ମତାମତ ଦେଇପାରିବେ । odisha.budget@gov.in, ୯୪୩୮୧୬୧୧୧୧ରେ ମଧ୍ୟ ମତାମତ ଦେଇପାରିବେ । Twitter(@FdOdisha), Facebook(@FinanceOdisha)ରେ ବି ମତାମତ ଦେଇପାରିବେ ।

Spread the love