ବାଲିଯାତ୍ରା ପ୍ଲଟ ଆବଣ୍ଟନ ବିବାଦ ମାମଲା, ହଜାରେ ଟଙ୍କାରେ ପ୍ଲଟ୍‌ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ, ୦୩/୧୧: ବାଲିଯାତ୍ରା ପ୍ଲଟ ଆବଣ୍ଟନ ବିବାଦ ମାମଲାରେ ଉତ୍କଳ ସମ୍ମିଳନୀର ଆବେଦନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । ୧ ହଜାର ଟଙ୍କା ବିନିମୟରେ ପ୍ଲଟ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକ ଜିଲ୍ଲାପାଳ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ କୋର୍ଟଙ୍କ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି ।

Spread the love