ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା, ସାକ୍ଷୀ ତାଲିକା ଦସ୍ତାବିଜ ଦେବାକୁ ବର୍ଷାଙ୍କୁ ନିର୍ଦ୍ଦେଶ

କଟକ, ୧୧।୧୦: ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ପରିବାର ଅଦାଲତରେ ହଜାର ହେଲେ ଷ୍ଟାର ଦାମ୍ପତ୍ତି । ବର୍ଷା ସାକ୍ଷୀ ତାଲିକା ଓ ସେ ସମ୍ବନ୍ଧୀୟ ଦସ୍ତାବିଜ ଅନୁଭବଙ୍କୁ ସମସ୍ତ ଦସ୍ତାବିଜ ଦେବାକୁ ନିର୍ଦ୍ଦେଶ ଦେଇଥନ୍ତି ପରିବାର ଅଦାଲତ । ଅନ୍ୟପଟେ ଆସନ୍ତା ୧୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବା ନେଇ ଜଣାପଡ଼ିଛି ।

Spread the love