ଘରେ ଦେଖାଦେଲେ ଏହି 9 ଟି ସଙ୍କେତ, ଜାଣିବେ ଖୁବ ଶୀଘ୍ର ହେବ ଧନପ୍ରାପ୍ତି, ଶୁଭ ଅଶୁଭ ସଙ୍କେତ !

ନମସ୍କାର ବନ୍ଧୁଗଣ ତେବେ ଧନ ର କେତେ ମହତ୍ତ୍ୱ ଅଛି ଏହା କାହାକୁ ଅଛପା ନାହିଁ।ଧନ ର ଅଭାବ ଯୋଗୁଁ କେହି ବି ଖୁସି ରେ ରହି ପାରନ୍ତି ନାହିଁ। ଏହାର ଅର୍ଥ ହେଉଛି ଧନ ହିଁ ଜୀଵନ ତା ବିନା କୌଣସି କାର୍ଯ୍ୟ କରିବା ଅସମ୍ଭବ ଅଟେ। କିନ୍ତୁ ଏହା ମଧ୍ୟ ସତ କି ଧନ ଦ୍ୱାରା ଆମେ କେବେବି ଖୁସି ଏବଂ ସମ୍ପର୍କ କୁ କିଣି ପାରିବା ନାହିଁ। କିନ୍ତୁ ଜୀଵନ ରେ ବଞ୍ଚିବା ପାଇଁ ଏବଂ ଚଳିବା ପାଇଁ ଧନ ର ଆବଶ୍ୟକତା ପଡ଼ିଥାଏ। ଏବଂ ଲୋକମାନେ ଧନ କୁ ପ୍ରାପ୍ତ କରିବା ପାଇଁ ଦିନ ରାତି ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି ।ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଧନ ର କାମନା କରନ୍ତି। ପ୍ରତ୍ୟେକ ବ୍ୟକ୍ତି ଧନବାନ ହେବାର ସ୍ୱପ୍ନ ଦେଖିଥାନ୍ତି। ଏବଂ ଏକ ସୁଖବାନ ଜୀଵନ ଅତିବାହିତ କରିବାର ଆକାଂକ୍ଷା ରହିଥାଏ। ଏହା ଜୀବନର ଏକ କଟୁ ସତ୍ୟ ଅଟେ କି ଯାହା ପାଖରେ ପଇସା ଥାଏ ତାର ହାତ ମୁଠାରେ ପୁରା ଦୁନିଆ ରୁହେ। ଏବଂ ଯାହା ପାଖରେ ଧନ ନ ଥାଏ। ତାକୁ କେହି ବି ପଚାରି ନ ଥାନ୍ତି।ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ମାଆ ଲକ୍ଷ୍ମୀ ଙ୍କର ଆରାଧନା କରିଥାଏ। ଏବଂ ତାଙ୍କୁ ପ୍ରସନ୍ନ କରି ଧନ ପ୍ରାପ୍ତି କରିବା ପାଇଁ କାମନା ରଖିଥାନ୍ତି। ମାଆ ଲକ୍ଷ୍ମୀ କାହା ଉପରେ ଏତେ ସହଜରେ ପ୍ରସନ୍ନ ହୁଅନ୍ତି ନାହିଁ। ମାଆ ଲକ୍ଷ୍ମୀ ଙ୍କୁ ଖୁସି କରେଇବା ଅତି କଠିନ କାମ ଅଟେ।କିନ୍ତୁ ମାଆ ଲକ୍ଷ୍ମୀ ଯାହା ଉପରେ ଖୁସି ହୋଇ ଯାଆନ୍ତି। ତାକୁ ସବୁ ସୁଖ ସୁବିଧା ର ଆଶୀର୍ବାଦ ଦେଇଥାନ୍ତି। ଏବଂ ତାଙ୍କ କୃପା ସର୍ଵଦା ତାଙ୍କ ସହ ରହିଥାଏ। ଏବଂ ସେ ଭକ୍ତି ରେ ଖୁସି ହୋଇ ଆମ ଘରେ ଆସି ରୁହନ୍ତି ମଧ୍ୟ। ତେବେ ମାତା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ଦେଇଥାନ୍ତି କିଛି ସଙ୍କେତ। ଆଜି ଆମେ ସେହି ସଙ୍କେତ ବିଷୟରେ ହିଁ ଆଲୋଚନା କରିବୁ।

ତେବେ ଆସନ୍ତୁ ଜାଣିନେବା ମାତା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ କେଉଁ ସଙ୍କେତ ଦେଇଥାନ୍ତି।ଏହା ସହ କେଉଁ ସଙ୍କେତ ଅଶୁଭ ହୋଇଥାଏ ତାହା ମଧ୍ୟ ଜାଣିନେବା।ତେବେ ଯଦି ଆପଣଙ୍କ ଘର ଆଗରେ ଗୋମାତା ବାଛୁରୀ କୁ ଜନ୍ମ ଦେଇଥାଏ ତେବେ ସେହି ଘରର ଲୋକ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏହା ସହ ଧନ ଜୀଵନ ମଧ୍ୟ ପ୍ରାପ୍ତ ହୋଇଥାଏ। ତେବେ ଏହା ସହ ଆପଣଙ୍କ ଘରେ ଚଢ଼େଇ ଆସି ବସା କରେ ତେବେ ଏହା ମଧ୍ୟ ଶୁଭ ସଙ୍କେତ ଏବଂ ଗୃହସ୍ୱାମୀ ର ଉନ୍ନତି ହେବା ସହ ଧନ ପ୍ରାପ୍ତି ମଧ୍ୟ ହେବ। ଯଦି ଆପଣଙ୍କ ଘର ଆଗରେ କୋଇଲି ଆସି ବୋବାଇ ଥାଏ ତେବେ ଏହା ଘର ପାଇଁ ସମୃଦ୍ଧି ର ସଙ୍କେତ ହୋଇଥାଏ।ଏହା ସହ ଯଦି ଆପଣ ଙ୍କୁ ନେଉଳ,ନୀଳକଣ୍ଠ ଏବଂ ମାଛ ଦେଖା ଯାଏ ତେବେ ଏହା ମଧ୍ୟ ଶୁଭ ସଙ୍କେତ।

ଘରେ କଳା ପିମ୍ପୁଡି, ଧଳା ପାରା, କିମ୍ବା ସ୍ୱପ୍ନ ରେ ଧଳା ସାପ ଆସିବା କିମ୍ବା ସ୍ୱପ୍ନ ରେ ଅଶ୍ୱତ୍ଥ ଗଛ ଦେଖିବା ମଧ୍ୟ ଶୁଭ ଏବଂ ଧନ ପ୍ରାପ୍ତି ର ସଙ୍କେତ।ତେବେ ଏହାଛଡା ଯଦି ଆପଣଙ୍କ ଘର ଆଗରେ ବିଲେଇ ଝଗଡା କରୁଛି କିମ୍ବା କୁକୁର କାନ୍ଦୁଛି ତେବେ ଏହା ଅଶୁଭ ସଂକେତ ହୋଇଥାଏ। ଘର ଉପରେ ପେଚା,ଶାଗୁଣା ବସିବା କିମ୍ବା ପାରା ବସା କରିବା ମଧ୍ୟ ଅଶୁଭ ସଙ୍କେତ ହୋଇଥାଏ।

Spread the love