ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ଧନର ହେବ ବର୍ଷା

ଆମେ ଆଜି ଆପଣ ମାନଙ୍କୁ କିଛି ଜନିଷ ବିଷୟରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ଯେଉଁ ଜିନିଷକୁ ନୂତନ ବର୍ଷ ଘରେ ରଖିବା ଦ୍ୱାରା ଆପଣ ମାନଙ୍କ ଘରେ ସୁଖ ଏବଂ ସମୃଦ୍ଧି ପ୍ରବେଶ କରିଥାଏ । ତେବେ ଆସନ୍ତୁ ଏହି ବିଷୟ ରେ ଜାଣିବା କି ସେହି ଜିନିଷ ଗୁଡ଼ିକ କଣ କଣ ରହିଛି । ପ୍ରଥମେ ରହିଛି କି କୈଣସି ଶୁଭ କାର୍ଯ୍ୟରେ ଘରକୁ ଭଗବାନ ଗଣେଷ ଏବଂ ଲକ୍ଷ୍ମୀଙ୍କ ମୃତିକୁ ଆଣିଲେ ଘରେ ସୁଖ ଏବଂ ସମୃଦ୍ଧି ବଢିବା ପାଇଁ ଲାଗି ଥାଏ । ଏହି ଦୁହିଙ୍କର ମହିଳା ଙ୍କୁ ସବୁଠୁ ଅଧିକ ଶକ୍ତି ଶାଳୀ ମାନି ଥାନ୍ତି । ତେବେ ଆପଣ ମାନେ ନୂଆ ବର୍ଷ ରେ ଗଣେଷ ଏବଂ ଲକ୍ଷ୍ମୀ ଙ୍କ ପ୍ରତିମା କୁ ଘର କୁ ଆନ୍ତୁ ।

ଦୁଇ ନମ୍ବର ରେ ରହିଛି ମୟୁର ପଙ୍ଖ । ଶାସ୍ତ୍ରରେ ମୟୁର ପଙ୍ଖର ବହୁତ ବଡ ବିଷୟ ବର୍ଣିତ ରହିଛି । ଏବଂ ଆପଣ ମାନେ ଦେଖି ଥିିବା କୃଷ୍ଣ ଭଗବାନଙ୍କ ମୁକୁଟ ରେ ଏହାକୁ ଲଗାଇ ଦିଆ ଯାଏ । ତେବେ ସେହି ପରି ବେଳେ ନୂତନ ବର୍ଷରେ ଆପଣ ମାନେ ଏହି ପଙ୍ଖକୁ କିଣି ପାରନ୍ତି । ଆପଣ ମାନଙ୍କ ପାଇଁ ବହୁତ ଶୁଭ ହେବ । ତୃତୀୟ ନମ୍ବର ରେ ରହିଛି ନୂଆ ବର୍ଷର ଆରମ୍ଭ ଯଦି ମୁହଁ ମିଠା କରି ଆରମ୍ଭ କରା ଯାଏ । ତେବେ ସେହି ପରି କ୍ଷେତ୍ରରେ ବହୁତ ପରିମାଣ ରେ ଶୁଭ ହୋଇ ଥାଏ । ତଥା ବର୍ଷ ଯାକ ଆପଣ ମାନଙ୍କ ପାଖରେ ଦୁଖଃ ପସେ ନାହିଁ । ଏହା ପରେ ରହିଛି ଲାଫିଙ୍ଗ୍ ବୁଦ୍ଧ । ଆପଣ ମାନେ ଜାଣିଛନ୍ତି । ଲାଫିଙ୍ଗ୍ ବୁଦ୍ଧ ଙ୍କୁ ସୁଖ ଏବଂ ସମୃଦ୍ଧି ର ଦେବତା ମନା ଯାଏ । ସେହି ପରି ବେଳେ ଯଦି ଆପଣ ମାନେ ନୂତନ ବର୍ଷ ରେ ଏହି ଲାଫିଙ୍ଗ୍ ବୁଦ୍ଧ ଙ୍କୁ ଘରକୁ ଆଣନ୍ତି । ତେବେ ଏହା ଆପଣ ମାନଙ୍କ ପାଇଁ ବହୁତ ଶୁଭ ହେବ l ଏହା ପରେ ରହିଛି ବଜରଂଙ୍ଗ ବାଲୀ ଙ୍କର ଫୋଟ । ଆପଣ ମାନେ ଜାଣିଛନ୍ତି ବଜରଂଙ୍ଗ ବଳୀ ଙ୍କୁ ଖୁସୀ ଏବଂ ସଂଙ୍କଟ ମୋଚନ ବୋଲି କୁହାଯାଏ । ସେହି ପରି କ୍ଷେତ୍ର ରେ ଯଦି ଆପଣ ମାନେ ନୂତନ ବର୍ଷ ରେ ବଜରଂଙ୍ଗ ବଳୀ ଙ୍କୁ ଘର କୁ ଆଣନ୍ତି ତେବେ ସେହି ପରି ବେଳେ ଆପଣ ମାନଙ୍କୁ ସେ ସମସ୍ତ ସଂଙ୍କଟ ରୁ ରକ୍ଷା କରନ୍ତି ।

Spread the love