ବେଶି ଧାତୁ ନଷ୍ଟ କଲେ କଣ ହୁଏ ?

ଆଜିର ଦିନରେ ଯୁବ ପୀଢି ଏମିତି ଅବସ୍ଥାରେ ରହିଛନ୍ତି ଯେଉଁ ମାନେ ସବୁ ସମୟରେ କମନା ଏବଂ ବସନା ବିଷୟରେ ହିଁ ଭାବନ୍ତି । ସେମାନେ ସୃଙ୍ଗାର ବହି ଏବଂ ସିନେମା ର କୁପ୍ରଭାହ ର ଶୀକାର ହୋଇ ବିଭିନ୍ନ ଖରାପ କାର୍ଯ୍ୟରେ ଲିପ୍ତ ରୁହନ୍ତି । ସେମାନେ ସପ୍ତାହ ରେ ଏମିତି ବହୁତ ଥର ଧାତୁ ର ନାଶ କରି ଦେଇ ଥାନ୍ତି । ଯଦି ଆମେ ଶରୀର ଏବଂ ମନ କୁ ଖରାପ୍ ଅଭ୍ୟସ ରେ ପକାଇବା ତେବେ ସେହି ପରି ସମୟରେ ଆପଣ ମାନଙ୍କ ଦେହ ରୁ ଧାତୁ କ୍ଷୟ ହୋଇ ଥାଏ । ସେହିପରି ଏହି ଧାତୁ କୁ ପୂର୍ଣ୍ଣ କରିବା ପାଇଁ ଶରୀର ର ଅନେକାଶଂ ଶକ୍ତି ବ୍ୟୟ ହୋଇ ଥାଏ । ଜାହା ଦ୍ୱାରା ଆପଣ ମାନଙ୍କ ଶରୀର କ୍ଲାନ୍ତି ଏବଂ ଉର୍ଜା ବାନ୍ ହୋଇ ପାରେ ନାହିଁ । ତେବେ ଏପରି କ୍ଷେତ୍ର ରେ ଲୋକ ମାନଙ୍କ ଧାତୁ ପତଳା ହେବାରେ ଲାଗେ । ଯଦି ଏହାକୁ ଠିକ୍ ସମୟରେ ରୋକା ନଯାଏ । ତେବେ ସେହି ପରି କ୍ଷେତ୍ରରେ ଅଣ୍ଡ କୋଷରେ ଧାତୁ ତିଆରୀ ହେବା ହିଁ ବନ୍ଧ ହୋଇ ଯାଏ । ପୁଣି ସେହି ସମୟରେ ଯେଉଁ ଧାତୁ ତିଆରି ହୋଇ ଥାଏ । ତାହା ଜଳ ପରି ହୋଇ ଥାଏ । ସନ୍ତାର ଉତ୍ପତିର କୈଣସି ବି ଉର୍ଜା ନଥାଏ । ଏଥିରେ ଆପଣ ମାନଙ୍କୁ ବହୁତ ପ୍ରକାରର ରୋଗ ଘେରି ରହି ଥାଏ । ଏଠାରେ କୈଣସି ବି ପ୍ରକାରର ଔଷଧ କାମ କରେ ନାହିଁ । ଏଠାରେ ଯଦି ଆପଣ ମାନେ ଏହି ଧାତୁକୁ କ୍ଷେତି କରୁଛନ୍ତି ।

ତେବେ ଜିବନରେ ଆଠଟି ଜିବନ ହରେଇବା ପାଇଁ ପଡେ । ପ୍ରଥମେ ହେଲା ଆୟୁ ପୂର୍ବ ଅପେକ୍ଷା ଆଜିର ଦିନରେ ଲୋକ ମାନଙ୍କ ଆୟୁ ବହୁତ କମ୍ ରହିଛି । ଦ୍ୱୀତିୟରେ ତେଜ ଶରୀର ର ଗ୍ଲେଜ୍ ନଷ୍ଟ ହୋଇ ଥାଏ । ଏହା ପରେ ବଳ ଏବଂ ଅଜ ଶକ୍ତି ନଷ୍ଟ ହୁଏ । ଏହା ପରେ ରହିଛି ବୁଦ୍ଧି ଏପରି କରିବା ପରେ ଆପଣ ମାନଙ୍କ ବୁଦ୍ଧି ରହେ ନାହିଁ ।

Spread the love