ରାଜଧାନୀର ମୋବାଇଲ୍ ଦୋକାନୀଙ୍କୁ ହତ୍ୟା

ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ଯ। ପୁଣି ଗଡିଲା ମୁଣ୍ଡ। ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଖଣ୍ଡିଗିରି ଥାନା ରଘୁନାଥନଗର ମନ୍ଦିର ନିକଟରେ ହୋଇଛି ହତ୍ୟାକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଜଣେ ମୋବାଇଲ ଦୋକାନୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ହତ୍ୟାକାଣ୍ଡ ପରେ ଦୁର୍ବୃତ୍ତମାନ ଫେରାର ହୋଇଯାଇଛନ୍ତି।

Spread the love