ଖାଆନ୍ତୁ କଳା ରଙ୍ଗର କିସ୍‍ମିସ୍‍ ମିଳିବ ଅନେକ ଫାଇଦା

ବିଭିନ୍ନ ରଙ୍ଗର କିସ୍‍ମିସ୍‍ ରହିଛି। ସେହିପରି ଭିନ୍ନ ରଙ୍ଗ କିସ୍‍ମିସ୍‍ର ଶରୀର ପାଇଁ ଭିନ୍ନ  ଉପକାରୀ ଗୁଣ ରହିଛି। ଏହା ରଙ୍ଗ ମଧ୍ୟରେ ଲାଲ, ସୁନେଲି, ହାଲକା ସବୁଜ, ହଳଦିଆ ଓ କଳା। କଳା ଅଙ୍ଗୁରରୁ ପ୍ରସ୍ତୁତ କଳା କିସ୍‍ମିସ୍‍ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଏବଂ ଏହାର ବହୁତ ଉପକାରୀ ଗୁଣ ରହିଛି।ଆସନ୍ତୁ ଜାଣିବା –

କଳା କିସ୍‍ମିସ୍‍ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ।

କଳା କିସ୍‍ମିସ୍‍ କୁ ଭିଜାଇ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ।

ଏହାର ନିୟମିତ ସେବନ ଦ୍ୱାରା କେଶ ଘନ ଓ କଳା ହୋଇଥାଏ।

ନିୟମିତ ସେବନ ଦ୍ୱାରା ରକ୍ତର ଅଭାବ ଦୂର ହୋଇଥାଏ।

ଭିଜାଇଥିବା କଳା କିସ୍‍ମିସ୍‍ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

କଳା କିସ୍‍ମିସ୍‍ ଖାଇବା ଦ୍ୱାରା ମାଂସପେଶୀ ଓ ହାଡକୁ ମଜଭୂତ କରିଥାଏ।

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ହୃଦୟ ଜନିତ ସମସ୍ୟା ଓ ରୋଗ ହେବାର ସମ୍ଭାବନା କମ ଥାଏ।

ଏଥିରେ ପ୍ରୋଟିନ୍‍ ,ଆଇରନ, ଭିଟାମିନ, କ୍ୟାଲସିୟମ, ପୋଟାସିୟମ, ମିନେରାଲ୍ସ ଓ ଫାଇବର ରହିଥାଏ।

Spread the love