“ଭାରତ କେ ମନ୍ କି ବାତ୍, ମୋଦି କେ ସାଥ୍”

 ଏକ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ
ନୀତିନ ଗଡକରୀ । ଶ୍ରୀ ଗଡକରୀ ଆସନ୍ତା କାଲି କାମାକ୍ଷାନଗର ଏବଂ ପାରାଦ୍ୀପଠାରେ ବିଭିନ୍ନ ପ୍ରକଳ୍ପର ଶୁଭ
ଉଦ୍ଘାଟନ କରିବା ସହ ନୂତନ ପ୍ରକଳ୍ପ ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର କରିବେ ।

ଅପରାହ୍ନ ୨ଟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ
ଗଡକରୀ ଭୂବନେଶ୍ୱରସ୍ଥିତ ହୋଟେଲ ମେ ଫେୟାରଠାରେ ଅନୁଷ୍ଠିତ ହେବାକୁ ଥିବା ଏକ “ଭାରତ କେ ମନ୍
କି ବାତ୍, ମୋଦି କେ ସାଥ୍” କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହ ଅନୁଷ୍ଠିତ ହେବାକୁ ଥିବା ବୁଦ୍ଧିଜୀବି ସମ୍ମିଳନୀକୁ ଉଦ୍ବୋଧନ କରିବେ । ଏହା ପରେ ଶ୍ରୀ ଗଡକରୀ ଅପରାହ୍ନରେ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।


Spread the love