News ରାଜ୍ୟ ଆପାର୍ଟମେଂଟରୁ ପଡି ଯୁବକ ମୃତ May 4, 2020May 4, 2020 Satya state ବର୍ତ୍ତମାନ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ଚନ୍ଦ୍ରମା ଆପାର୍ଟମେଂଟର ଅଷ୍ଟମ ମହଲା ରୁ ଖସି ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ମୃତ ଯୁବକ ଙ୍କ ନା ପୀୟୂଷ ମୋହନ ମିଶ୍ର ଓ ସେ ପେସାରେ ଜଣେ ଇଂଜିନିୟର ବୋଲି ଜଣାପଡିଛି।ଖାରବେଳ ନଗର ଥାନା ପୋଲିସ ଘଟଣା ସ୍ଥଲରୁ ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। Post Views: 179 Spread the love