୨୧ରେ ବିଜେପୁର ଭୋଟ, ୨୪ରେ ଫଳ

ଅକ୍ଟୋବର 21ରେ  ବିଜେପୁର ଉପନିର୍ବାଚନ ପାଇଁ  ତାରିଖ ଘୋଷମା ହୋଇଛି । ଅକ୍ଟୋବର 24ରେ ହେବ ଭୋଟ ଗଣନା। ନବୀନ ପଟ୍ଟନାୟକଙ୍କ ଇସ୍ତଫା ପରେ  ବିଜେପୁର  ଆସନଟି ଖାଲି ପଡିଛି। ଏହି ନିର୍ବାଚନ ପାଇଁ ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ ଅଣ୍ଟା ଭିଡିଛନ୍ତି l ବିଜେପୁରରେ ବିଜେଡି ରିତା ସାହୁ, ବିଜେପି ପ୍ରଦୀପ ପୁରୋହିତ ଓ କଂଗ୍ରେସ ରିପୁନାଥ ସେଠଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି l

Spread the love