ବିରାମିତ୍ରପୁର ବିଧାୟକଙ୍କୁ କରୋନା

ବିରାମିତ୍ରପୁର ବିଧାୟକ ଶଙ୍କର ଓରାମ। କରୋନା ପଜିଟିଭ  ଚିହ୍ନଟ ହୋଇଛନ୍ତି।ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି “ଆଜି ମୁ ଅସୁସ୍ଥ ଅନୁଭବ କରିବାରୁ ନିଜର  କରିଥିଲି ଏବଂ ମୋର  ପଜିଟିଭ ବାହାରିଛି। ତେଣୁ ବିଗତ ୭ଦିନ ରେ ଯିଏ ଯିଏ ମୋର ସଂସ୍ପର୍ଶ ରେ ଆସିଛନ୍ତି ତାଙ୍କୁ ମୁଁ ଅନୁରୋଧ କରୁଛି କି ସେମାନେ ମଧ୍ୟ ନିଜ ନିଜର covid test କରିନିଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ”। ସୂଚନାଯୋଗ୍ୟ ଯେ ରାଜ୍ୟରେ ଏଯାବତ୍ ୮ ମନ୍ତ୍ରୀ, ୨୪ ବିଧାୟକ ଏବଂ ୩ ଜଣ ସାଂସଦ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।

Spread the love