ସାମାଜିକ ଦୂରତାକୁ ଫୁ, ଜଙ୍ଗଲରେ ଜନ୍ମଦିନ ପାଳିଲେ କୁଚିଣ୍ଡା ବିଧାୟକ

ଜଙ୍ଗଲରେ ବିଧାୟକଙ୍କ ଜନ୍ମଦିନ ପାଳନ। ଜଙ୍ଗଲରେ ନିଜର ଜନ୍ମଦିନ ପାଳିଛନ୍ତି କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ। ଆଉ ଜନ୍ମଦିନ ପାଳନରେ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ନେଇ ଅଭିଯୋଗ ଆସିଛି । ସାମାଜିକ ଦୂରତାକୁ ଫୁ କରି ମାସ୍କ ନପିନ୍ଧି କେକ କାଟି ଏବେ ଚର୍ଚ୍ଚାକୁ ଆସିଛନ୍ତି ବିଧାୟକ କିଶୋର ନାଏକ। ଏହି ଭିଡିଓ ଏବେ ଭାଇରାଲ ହେବା ପରେ ଅଡୁଆରେ ପଡ଼ିଛନ୍ତି ବିଧାୟକ ।

Spread the love