ବିଜେଡିର ଜନସମ୍ପର୍କ ପଦଯାତ୍ରାର ଉଦଘାଟନ କଲେ ନବୀନ

ଗାନ୍ଧୀ ଜୟନ୍ତୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି | ଏହି ଅବସରରେ ବିଜେଡି ସୁପ୍ରିମୋ କର୍ମୀଙ୍କୁ କିଛି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି | ପଦଯାତ୍ରାରେ ଲୋକଙ୍କୁ ଭେଟି ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେବା ସହ ସରକାରଙ୍କ ଭଲ କାମ ଲୋକଙ୍କ ପାଖରେ ପହଞ୍ଚାଇବାକୁ କର୍ମୀ ଓ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ସେହିପରି ଏହି ଅବସରରେ ନବୀନ ଉଦବୋଧନ ଦେଇ କହିଛନ୍ତି ଯେ ଦଳର ସବୁ କାର୍ଯ୍ୟକ୍ରମ ଭିତରୁ ସମାଜସେବା ତାଙ୍କର ପ୍ରିୟ କାର୍ଯ୍ୟକ୍ରମ | ଗାନ୍ଧୀ ଜୟନ୍ତୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି | ଏହି ଅବସରରେ ବିଜେଡି ସୁପ୍ରିମୋ କର୍ମୀଙ୍କୁ କିଛି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି | ପଦଯାତ୍ରାରେ ଲୋକଙ୍କୁ ଭେଟି ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେବା ସହ ସରକାରଙ୍କ ଭଲ କାମ ଲୋକଙ୍କ ପାଖରେ ପହଞ୍ଚାଇବାକୁ କର୍ମୀ ଓ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ସେହିପରି ଏହି ଅବସରରେ ନବୀନ ଉଦବୋଧନ ଦେଇ କହିଛନ୍ତି ଯେ ଦଳର ସବୁ କାର୍ଯ୍ୟକ୍ରମ ଭିତରୁ ସମାଜସେବା ତାଙ୍କର ପ୍ରିୟ କାର୍ଯ୍ୟକ୍ରମ |

Spread the love