ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜନ୍ମ ଦିବସ ପାଳନ

କଟକ : ଭାରତୀୟଜନତାପାର୍ଟି ମହାନଦୀ ମଣ୍ଡଳ ତରଫରୁ ୱ।ର୍ଡ ନଂ-୩୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୮ ତମ ଜନ୍ମ ଦିବସ ପାଳନକରାଯାଇଛି। ଚୌଦାର-କଟକ ନେତା ଶ୍ରୀ ନୟନ କିଶୋର ମହାନ୍ତି ଓ କଟକ ନଗର ଜିଲ୍ଲା ଓ.ବି.ସି ମୋର୍ଚ୍ଚା ସଭାପତି ଶ୍ରୀ ମହେନ୍ଦ୍ର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏବଂ ବିଜେପି ଓ.ବି.ସି ମୋର୍ଚ୍ଚା ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ଦିଲ୍ଲୀପ ସାହୁଙ୍କ ନେତୄତ୍ୱରେ ସ୍ୱଛ଼ଭାରତ କାର୍ଯ୍ୟକ୍ରମ ୱ।ର୍ଡ ନ୍ଂ -୩୧ରେ ଅନୁଷ୍ଠିତ ହୋଇଯାଇଛି।ସେହିପରି ମହାନଦୀ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରିଷ୍ଣା ଭୋଳଙ୍କ ନେତୄତ୍ୱରେ ବୃକ୍ଷରୋପଣ କରାଯାଇଥିଲା।


ଏହି କାର୍ଯ୍ୟକ୍ରମରେ ଶ୍ରୀ ମନମୋହନ ଉପାଧ୍ୟାୟ,ବିଶ୍ୱରଥି ସ୍ୱ।ଇଁ,ଦୀପକ ଦାସ,ମୁନିନ୍ଦ୍ର ଭୋଳ,ଦୀପକ କାହାଳୀ,ମାନସୀ ସ୍ୱାଇଁ,ପୁଷ୍ପଲତା ଲେଙ୍କା,ରଶ୍ମିତା ବାଲି,ଗୀତା ଦାସ,ସ୍ୟୈ।ମ୍ୟରଞ୍ଜନ ସ୍ୱାଇଁ,ଗୋବିନ୍ଦ ସିହ୍ନା,ନିକୁଞ୍ଜ ବିହାରୀ କାନୁନଗୋ,ନିବାସ ରାଉତ,ମନୋଜ ବେହେରା,ଶିବ ସିହ୍ନା,ପ୍ରସାର ଜ୍ୟୋତି କୁମାର,ସୁରେଶ ଜେନା,ରବିନ୍ଦ୍ର ଦାଶ,ଗଣେଶ ରାଉତ,ତ୍ରିଲୋଚନ ସାହୁ,ପ୍ରାଣକୃଷ୍ଣ ସାହୁ,ହାଡ଼ିବନ୍ଧୁ ସାହୁ,ରଶ୍ମିରଞ୍ଜନ ସାହୁ,ଆଶିଷ ସ୍ୱାଇଁ,ପୂର୍ଣ୍ଣଚନ୍ଦ୍ର ଦାସ ଯୋଗଦେଇଥିଲେ ବୋଲି ଭାରତୀୟଜନତା ପାର୍ଟି ମହାନଦୀ ମଣ୍ଡଳ ସଭାପତି ଶ୍ରୀ ମାନସ ମହାନ୍ତି ଜଣାଇଛନ୍ତି।

Spread the love