News ରାଜ୍ୟ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ: ବ୍ଲାକମେଲିଂ ମାମଲାରେ ଜାମିନ ଦେଲେ ହାଇକୋର୍ଟ April 11, 2023 Satya blackmail-queen-archana-nag-gets-bail-from-high-court, state ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । ହାଇକୋର୍ଟରୁ ଅର୍ଚ୍ଚନାଙ୍କୁ ମିଳିଲା ଜାମିନ । ବ୍ଲାକମେଲିଂ ମାମଲାରେ ଜାମିନ ଦେଲେ ହାଇକୋର୍ଟ । ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ନାଁରେ ବ୍ଲାକମେଲିଂ ଅଭିଯୋଗ ହୋଇଥିଲା । ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ ଅକ୍ଷୟ ପରିଜା । ଏହି ମାମଲାରେ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା ପୋଲିସ । Post Views: 202 Spread the love