ବାହାଘର ପରେ ଝାରପଡା ଜେଲରେ ପ୍ରଥମ ସାବିତ୍ରୀ ପାଳିଲେ ଅର୍ଚ୍ଚନା ନାଗ

ଝାରପଡା ଜେଲରେ ସାବିତ୍ରୀ ପାଳିଲେ ଲେଡ଼ି ବ୍ଲାକ ମେଲର ଅର୍ଚ୍ଚନା ନାଗ । ଜେଲ ଅନ୍ତେବାସୀଙ୍କ ସହ ଅର୍ଚ୍ଚନା ସାବିତ୍ରୀ ପାଳିଛନ୍ତି । ଗିରଫ ପରେ ଅର୍ଚ୍ଚନା ପ୍ରଥମ ଥର ପାଇଁ ସାବିତ୍ରୀ ପାଳିଛନ୍ତି । ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ଗିରଫ ହୋଇ ଝାରପଡା ଜେଲରେ ଅଛନ୍ତି ଅର୍ଚ୍ଚନା । ଅର୍ଚ୍ଚନାଙ୍କ ସମେତ ଝାରପଡା ଜେଲ ପରିସରରେ ୨୩ ଜଣ ମହିଳା ଅନ୍ତେବାସୀ ସାବିତ୍ରୀ ବ୍ରତ କରିଛନ୍ତି । ଜେଲ ପକ୍ଷରୁ ନୂଆ ଶାଢୀ ,ଭୋଗ, ଫଳ, ସଙ୍ଖା ଓ ସିନ୍ଦୁର ଇତ୍ୟାଦି ପ୍ରଦାନ କରାଯାଇଛି ।

Spread the love