ଚିଲିକାରେ ଡଙ୍ଗା ବୁଡ଼ି ଜଣେ ନିଖୋଜ ୧୦ ଉଦ୍ଧାର

ପୁରୀ:  କାଳିଜାଇରୁ ଫେରିବାବେଳେ କାଳବୈଶାଖୀର ପ୍ରବଳ ବର୍ଷା ଓ ପବନ ଝଡ଼ ଯୋଗୁ ଚିଲିକାରେ ବୁଡ଼ିଲା ଡଙ୍ଗା। ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ଜଣ ଯାତ୍ରୀ ଥିଲେ। ଲାଇଫ ଜାକେଟ ପିନ୍ଧିଥିବାରୁ ୮ ପର୍ଯ୍ୟଟକଙ୍କ ସମେତ ୨ ଯାତ୍ରୀ ବର୍ତ୍ତି ଯାଇଛନ୍ତି। ତେବେ ଡଙ୍ଗାଟି ବୁଡ଼ି ଯିବାରୁ ଜଣେ ନିଖୋଜ ହୋଇଥିବା ସୂଚନା ମିଳିଛି।

Spread the love