ଫେକ୍ ସାର୍ଟିଫିକେଟ୍ ମାମଲା : ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହଯୋଗୀ ଆଲୋକ ଉଦଗାତା ଆଇସିୟୁରେ ଭର୍ତ୍ତି

ବଲାଙ୍ଗୀର ଫେକ୍ ସାର୍ଟିଫିକେଟ୍ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହଯୋଗୀ ଆଲୋକ ଉଦଗାତା ଆଇସିୟୁରେ ଭର୍ତ୍ତି । ଭୀମ ଭୋଇ ମେଡିକାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।ସୂଚନା ଅନୁସାରେ ଜେରା ବେଳେ ଆଲୋକ ଉଦଗାତା ଅସୁସ୍ଥ ହୋଇପଡ଼ିଥିଲେ । ଆଜି ରିମାଣ୍ଡ ଅବଧି ସରୁ୍ଥିବାରୁ କୋର୍ଟରେ କ୍ରାଇମବ୍ରାଞ୍ଚ ହାଜର କରିବ । ଗତକାଲି ନକଲି ସାର୍ଟିଫିକେଟ ମାମଲାର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ଘରବାଡିକୁ ସିଜ୍ କରିଥିଲା କ୍ରାଇମବ୍ରାଞ୍ଚ ।

Spread the love