୨୧ ତମ ବୋଲ ବମ ସେବାସଂଘ

ବମିଖାଲ, କଟକରୋଡ ବୋଲବମ ସେବାସଂଘ ତରଫରୁ ସାମସିକଧାରୀ କାଉଟିଆଙ୍କ ପାଇଁ ସେବା ଓ ଭଜନ ସଂଧ୍ୟା ଆୟୋଜିତ ହୋଇଯାଇଛି ।
ହଂସପାଳ ଛକରେ ଏହି ସେବା କାର୍ଯ୍ୟ ଆୟୋଜିତ ହୋଇଥିଲା । ହଜାର ହଜାର ସଂଖ୍ୟାରେ କାଉଡିଆମାନେ ଅନ୍ନ ଭୋଜନ କରିଛନ୍ତି  ।
ପ୍ରତିବର୍ଷ ବୋଲବମ ସଂଘ ତରଫରୁ ଏହି ସେବା ଯୋଗାଇ ଦିଆଯାଉଛି । ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଏଥିରେ ସହଯୋଗ କରିଥିଲେ । 
Spread the love