ଭାରସାମ୍ୟ ହରାଇ ତଳକୁ ଖସିଲା ବୋଲେରୋ, ୨ ଗୁରୁତର

ଭାରସାମ୍ୟ ହରାଇ ତଳକୁ ଖସିଲା ବୋଲେରୋ । ୨ ଗୁରୁତର । ପାରାଦୀପ କୁଜଙ୍ଗ ଥାନା ସନ୍ତରା ଗଡା ନିକଟରେ ଦୁର୍ଘଟଣା । ବୋଲେରୋଟି ପାରାଦୀପରୁ କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଥିଲା ।

ଦୁର୍ଘଟଣାରେ ଗାଡି ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଯାଇଛି । ୨ ଜଣ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୁଜଙ୍ଗ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସିସିଟିଭିରେ ଦୁର୍ଘଟଣା ସମୟର ଦୃଶ୍ୟ ରେକର୍ଡ ହୋଇଛି ।

Spread the love