ଖନନ ବେଳେ ମିଳିଲା ବ୍ରିଟିଶ୍ ସମୟର ପ୍ରତ୍ନତାତ୍ତ୍ବିକ ଅବଶେଷ

କଟକ ୨୯।୧: କଟକ ମାରିଟାଇମ୍ ମ୍ୟୁଜିୟମ୍ ନିକଟରେ ଖନନ ବେଳେ ମିଳିଲା ବ୍ରିଟିଶ୍ ସମୟର ପ୍ରତ୍ନତାତ୍ତ୍ବିକ ଅବଶେଷ । କଟକର ସାମୁଦ୍ରିକ ନୌବାଣିଜ୍ୟ ପରମ୍ପରାର ସାକ୍ଷୀ ଭାବେ ଏହି ପ୍ରତ୍ନତାତ୍ତ୍ବିକ ଅବଶେଷକୁ ବିବେଚନା କରାଯାଉଛି । କେନାଲରେ ଯାହାଜର ଯିବା ଆସିବା ନିୟନ୍ତ୍ରଣ ପାଇଁ ତିଆରି ଲୁହା ଗେଟର ଏହା ଗୋଟିଏ ଖୁଣ୍ଟ ବୋଲି ସ୍ଥାନୀୟ ଲୋକ କହୁଛନ୍ତି।

Spread the love