୩ ଦିନ ବନ୍ଦ ରହିବ ବୁର୍ଲା ଏପିଜେ ଅବଦୁଲ କାଲାମ ପ୍ଲାନେଟୋରିୟମ୍

ସମ୍ବଲପୁର ୩୦।୧୨: ଆସନ୍ତାକାଲିଠାରୁ ବନ୍ଦ ରହିବ ବୁର୍ଲା ଏପିଜେ ଅବଦୁଲ କାଲାମ ପ୍ଲାନେଟୋରିୟମ୍ । ୩୧ ଡିସେମ୍ବରଠାରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯିବ ବୋଲି ଏହାର ଡେପୁଟି ଡାଇରେକ୍ଟର ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଓମିକ୍ରନର ଭୟାବହତାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହିଦିନ ଗୁଡିକରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଏଭଳି ନିଷ୍ପତ୍ତି ହୋଇଛି ।

Spread the love