ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର ୨୧/୧୦: ଶୁକ୍ରବାର ବସିବ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ହୋଇପାରେ ଆଲୋଚନା । ତେବେ ଅନେକ ପ୍ରସ୍ତାବ ଉପରେ ବି ବାଜିପାରେ ମୋହର । ବିଶେଷକରି କ୍ରୀଡା ଓ ଶିକ୍ଷା ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର । ସନ୍ଧ୍ୟା ୫.୩୦ ରେ ଏହି ବୈଠକ ବସିବାର ସୂଚନା ରହିଛି ।

Spread the love