ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପାଇଁ କ୍ୟାଣ୍ଡେଲ ରାଲି କଲେ ଭୁବନେଶ୍ୱର ନୟାପଲ୍ଲୀ ଗାନ୍ଧୀ ବିଜୁ ଆଦର୍ଶ କଲୋନୀ ବାସିନ୍ଦା

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି । ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭୁବନେଶ୍ୱର ନୟାପଲ୍ଲୀ ୨୭ ନମ୍ବର ୱାର୍ଡ଼ ଗାନ୍ଧୀ ବିଜୁ ଆଦର୍ଶ କଲୋନୀ ବାସିନ୍ଦା ଦୀପଦାନ କରିଛନ୍ତି । ସ୍ଥାନୀୟ କର୍ପୋରେଟରଙ୍କ ସହଯୋଗରେ ଏଠାକାର ବାସିନ୍ଦାମାନେ ଦୀପ ଦାନ କରି ଈଶ୍ୱରଙ୍କୁ ପ୍ରାର୍ଥନା କରିବା ସହ ଆହତ ବ୍ୟକ୍ତିଙ୍କ ଆରୋଗ୍ୟ କାମନା କରିଛନ୍ତି ।

Spread the love