୭୨ ଘଣ୍ଟାରେ ୨ ଖଲ୍ଲିସ୍ତାନୀ ଆତଙ୍କୀ ନିହତ, ଜଣେ ଗିରଫ

ନୂଆଦିଲ୍ଲୀ: ଖଲ୍ଲିସ୍ତାନୀ ଆତଙ୍କବାଦୀ ସଂଗଠନକୁ ବଡ଼ ଝଟକା । ତିନି ଦିନରେ ୨ଜଣ  ଖଲ୍ଲିସ୍ତାନୀ ଆତଙ୍କୀ ନିହତ ଓ ଜଣେ ଗିରଫ । ପାକିସ୍ତାନରେ ଗ୍ୟାଙ୍ଗଷ୍ଟର ହରବିନ୍ଦର

Read more

ଏଲ୍‌ଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପଣ୍ଡ, ସେନା ଗୁଳିରେ ଜଣେ ଆତଙ୍କୀ ନିହତ

ଜାମ୍ମୁ-କାଶ୍ମୀର: ଜାମ୍ମୁକାଶ୍ମୀରରେ ବିଏସଏଫ-ଆତଙ୍କବାଦୀ ମୁହାମୁହିଁ ହୋଇଛନ୍ତି । ଭାରତୀୟ ସେନାର ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ଅନ୍ୟଜଣକୁ ଗିରଫ କରିଛି ସୁରକ୍ଷାକର୍ମୀ । ଜାମ୍ମୁକାଶ୍ମୀର

Read more

ଚାକିରି ଆଶାୟୀଙ୍କୁ ବଡ଼ ଭେଟି; ୭୧ ହଜାର ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ, ନବନିଯୁକ୍ତଙ୍କୁ ଦେବେ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କୁ ବଡ଼ ଭେଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ନିଯୁକ୍ତି ମେଳା ମାଧ୍ୟମରେ ୭୧ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ବିତରଣ କରାଯିବ

Read more

ଇଣ୍ଡୋନେସିଆ ପରେ ସୋଲୋମନରେ ଭୂକମ୍ପ, ଥରିଉଠିଲା ପୂରା ଦ୍ବୀପ, ରିକ୍ଟର ସ୍କେଲରେ ତୀବ୍ରତା ୭.୦

ନୂଆଦିଲ୍ଲୀ: ଇଣ୍ଡୋନେସିଆ ପରେ ସୋଲୋମନ ଦ୍ବୀପରେ ଭୟଙ୍କର ଭୂମିକମ୍ପ । ମଙ୍ଗଳବାର ସକାଳୁ ଥରି ଉଠିଲା ସୋଲୋମନର ଭୃପୃଷ୍ଠ । ରିକ୍ଟର ସ୍ଲେଲରେ ତୀବ୍ରତା ରହିଛି ୭.୦

Read more

ହତ୍ୟା ଓ ଦୁଷ୍କର୍ମ ଅଭିଯୁକ୍ତ ଗୁରମୀତ ରାମ ରହୀମ ସତସଂଗରେ ଯୋଗ ଦେଲେ ୩୦୦ ଛାତ୍ରଛାତ୍ରୀ

ଚଣ୍ଡିଗଡ଼: ଜେଲରୁ ପାରୋଲ୍‌ରେ ବାହାରି ସତସଂଗ କରିବା ଆରମ୍ଭ କରିଦେଇଛି ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମୀତ ରାମ ରହୀମ। ତା ବିରୋଧରେ ହତ୍ୟା ଓ ଦୁଷ୍କର୍ମ

Read more

ଭୂମିକମ୍ପରେ ଥରିଲା କ୍ରେଟା ଆଇଲାଣ୍ଡ; ଅଶାନ୍ତ ସମୁଦ୍ର,

ଏଥେନ୍ସ: ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଲା ଗ୍ରୀସର କ୍ରେଟେ ଦ୍ୱିପ। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୫ ମପାଯାଇଛି। ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ସୁନାମୀ ଆଶଙ୍କା

Read more

ପେନ୍‌ସନଭୋଗୀଙ୍କୁ ଏବେ ହ୍ବାଟ୍ସଆପ୍‌ରେ ମିଳିବ ଏହି ସୂଚନା, ଏସବିଆଇ ଆରମ୍ଭ କଲା ଏହି ନୂଆ ସୁବିଧା

ନୂଆଦିଲ୍ଳୀ, ୨୦/୧୧: ନିକଟରେ ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ହ୍ବାଟ୍ସଆପ୍ ମାଧ୍ୟମରେ ବିଭିନ୍ନ ସେବାର ଆରମ୍ଭ କରିଥିଲା। ଆଉଏହି ସେବାରେ ଆଉ ଏକ ସେବା ଯୋଡ଼ିଛି

Read more

ଭାରତ​ରେ ଦୁଇ ଲକ୍ଷ ଲୋକଙ୍କୁ ମିଳିବ ଚାକିରି !

ନୂଆଦିଲ୍ଲୀ, ୨୦/୧୧: ଆର୍ଥିକ ମାନ୍ଦାବସ୍ଥାର ଆଶଙ୍କା ମଧ୍ୟରେ କମ୍ପାନୀମାନେ ବଡ଼ ଆକାରରେ କର୍ମଚାରୀଙ୍କ ଛଟେଇ କରୁଛନ୍ତି। ଅବଶ୍ୟ ଭାରତୀୟ ଆଇଟି ସେକ୍ଟର ପାଇଁ ମୁନଲାଇଟିଂ ଏକ ବଡ଼

Read more

ଲିଙ୍ଗଗତ ଭେଦଭାବ କାରଣରୁ ମୋତେ ଜଜ କରାଗଲା ନାହିଁ, ବରିଷ୍ଠ ଓକିଲଙ୍କ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ:  ଲିଙ୍ଗଗତ ଭେଦଭାବ କାରଣରୁ କେନ୍ଦ୍ର ସରକାର ବିଚାରପତି ଭାବେ ତାଙ୍କ ସୁପାରିଶ ଉପରେ ବିଚାର କଲେ ନାହିଁ। ଏମିତି ସଙ୍ଗୀନ ଅଭିଯୋଗ କରିଛନ୍ତି ବରିଷ୍ଠ ଆଇନଜୀବୀ ସୌରଭ

Read more

ଉତ୍ତରାଖଣ୍ଡରେ ଖାଇକୁ ଖସିଲା କାର୍ ଓ ସୁମୋ, ୧୭ ମୃତ

ଡେରାଡ଼ୁନ: ଦୁଇ ଦିନରେ ଦୁଇ ଦୁଇଟି ଦୁର୍ଘଟଣା । ଉତ୍ତରାଖଣ୍ଡରେ ଭିନ୍ନ ଭିନ୍ନ ସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତରଙ୍କୁ

Read more