ନିର୍ବାଚନ ଆଚରଣ ବିଧି ଉଲଘଂନ କରିଥିବା ଉଚ୍ଚପଦସ୍ତ ସରକାରୀ ଅଧିକାରୀମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଉ: ସମୀର ମହାନ୍ତି
ଭୁବନେଶ୍ୱର,ତା.୧୬/୦୪: ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି । କିନ୍ତୁ ଓଡ଼ିଶାରେ ନବୀନ ବାବୁ ସରକାର ଚଳାଉନାହାନ୍ତି ବରଂ ‘କା’ (ଭିକେ ପାଣ୍ଡିଆନ)
Read more