ଆଇନଜୀବୀମାନଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ ପାଇଁ କୌଣସି ପ୍ରସ୍ତାବ ନାହିଁ: ଆଇନମନ୍ତ୍ରୀ
ଭୁବନେଶ୍ବର: ଆଇନଜୀବୀମାନଙ୍କୁ ସ୍ୱାସ୍ଥ୍ୟବୀମା କଭରେଜ୍ ପ୍ରଦାନ କରିବା ପାଇଁ କୌଣସି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ନାହିଁ ବୋଲି ଶନିବାର ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ ସୂଚନା ପ୍ରଦାନ
Read more