ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

ଲମ୍ବା ଦାଢି, ମୁଣ୍ଡରେ ଜଟା, ଦେହରେ ଗେରୁଆ, ପୁରା ଜଣେ ସାଧୁ । ହେଲେ ଏ ସାଧୁ ବେଶ ପଛରେ ଲୁଚିଥିଲା ଜଣେ ୱାଣ୍ଟେଡ୍ ଅପରାଧୀ ।

Read more

ଜୁଲାଇରେ ସ୍ୱାଭାବିକ ବର୍ଷା ପୂର୍ବାନୁମାନ : ଦକ୍ଷିଣ ଓଡ଼ିଶାରେ ହୋଇପାରେ ଅତ୍ୟଧିକ ବର୍ଷା

ଭୁବନେଶ୍ୱର: ବିଳମ୍ବିତ ମୌସୁମୀ ପାଇଁ ଜୁନ୍ ମାସରେ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ହେଲେ ଜୁଲାଇରେ ରାଜ୍ୟ ଓ ଦେଶରେ ସ୍ୱାଭାବିକ ବର୍ଷା ହେବ

Read more

ବାହାନଗା ରେଳ ଦୁର୍ଘଟଣା ସଂପର୍କିତ ସିଆରଏସ ରିପୋର୍ଟକୁ କାହିଁକି ସାର୍ବଜନୀନ କରାଯାଇ ନାହିଁ?

ଭୁବନେଶ୍ୱର : ବାହାନଗରା ମର୍ମତୁନ୍ଦ ତଥା ଭୟାବହ ରେଳଦୁର୍ଘଟଣା ସଂପର୍କରେ ଗତ ଜୁନ-୨୮ ତାରିଖରେ ରେଳବାଇ ସୁରକ୍ଷା କମିଶନ (ସିଆରଏସ) ତାଙ୍କର ରିପୋର୍ଟ ସରକାରଙ୍କ ପାଖରେ ଉପସ୍ଥାପନ

Read more

ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ପାଇଁ ‘ଫଟୋ ଆମନ୍ତ୍ରଣ’

ଭୁବନେଶ୍ୱର :  ଅଗଷ୍ଟ 19ତାରିଖ ବିଶ୍ୱ ଫଟୋଗ୍ରାଫି ଦିବସ। ଏହି ଅବସରରେ ଏନ ବି ଏନ ସୂତ୍ରଧର ଟ୍ରଷ୍ଟ ପକ୍ଷରୁ ଦ୍ଵିତୀୟ ବର୍ଷ ପାଇଁ ରାଜ୍ୟସ୍ତରୀୟ ଫଟୋ

Read more

‘ସାଂପ୍ରତିକ ପରିସ୍ଥିତିରେ ସମ୍ବିଧାନକୁ ରକ୍ଷା କରିବା ସବୁଠାରୁ ବଡ଼ ଆହ୍ୱାନ’

ଭୁବନେଶ୍ୱର : ଭାରତର ସାଂପ୍ରତିକ ପରିସ୍ଥିତି ଅତି କଠିନ ସମୟ ଦେଇ ଗତି କରୁଛି । ଡ. ବି.ଆର. ଆମ୍ବେଦକରଙ୍କ ଦ୍ୱାରା ପ୍ରଣୀତ ଭାରତବର୍ଷର ସମ୍ବିଧାନ ଆଜି

Read more

ତିନି ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

 ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ତିନି ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, ୨୦୨୧ ମସିହା ଜୁନ

Read more

୧୨ ପୁଲିସ କର୍ମଚାରୀଙ୍କ ଅବସର ଗ୍ରହଣ

ଭୁବନେଶ୍ୱର:  ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲାରେ ନିୟୋଜିତ ମୋଟ ୧୨ଜଣ ପୁଲିସ୍ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି । ପୁଲିସ୍ ଚାକିରିରୁ ଅବସର ଗ୍ରହଣ କରିଥିବା ୩ଜଣ

Read more

ବଦଳିବ ଜଗତସିଂହପୁରର ଧ୍ୟାନକୁଦ ପଞ୍ଚସଖା ଜଗନ୍ନାଥ ମନ୍ଦିରର ରୂପରେଖ

ଜଗତସିଂହପୁର: ରୂପାନ୍ତରିତ ହେବ ଜଗତସିଂହପୁରର ଧ୍ୟାନକୁଦ ପଞ୍ଚସଖା ଜଗନ୍ନାଥ ମନ୍ଦିରର ରୂପରେଖ। ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ଉନ୍ନତିକରଣ ନେଇ ଆଲୋଚନା କରିଛନ୍ତି 5T ସଚିବ।

Read more

ଆଜି ପ୍ରାଣୀ ଚିକିତ୍ସକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଅପରାହ୍ନ ସାଢେ ୫ରେ ମୁଖ୍ୟମନ୍ତ୍ରୀ ୨୦୯ ନବ ନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ l ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା

Read more

ପୁଣି ମାତିଲେ ମାଓବାଦୀ, କ୍ରସର ମେସିନ ସହ ଜାଳିଦେଲେ ଗାଡ଼ି

ରାୟଗଡ଼ା: ପୁଣି ମାତିଲେ ମାଓବାଦୀ। ରାୟଗଡ଼ାର ମୁନିଗୁଡ଼ାରେ ଲଙ୍କାକାଣ୍ଡ ଭିଆଇଛନ୍ତି ଲାଲ ବାହିନୀ । ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ନିଆଁ ଲଗାଇ ଦେଇଛନ୍ତି ।

Read more