ବଡ଼ ନିଯୁକ୍ତି ସୁଯୋଗ, ୭୫୪୦ ଶିକ୍ଷକ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ରାଜ୍ୟର ଶିକ୍ଷିତ ଯୁବକ ଓ ଯୁବତୀଙ୍କ ପାଇଁ ବଡ ନିଯୁକ୍ତି ସୁଯୋଗ । ସରକାରୀ ହାଇସ୍କୁଲରେ ୭ ହଜାର ୫୪୦ ଶିକ୍ଷକ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ ଅନୁମୋଦନ ଦେଇଛନ୍ତି । ଖୁବଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ଫଳରେ ନିଯୁକ୍ତି ସୁଯୋଗ ମିଳିବା ସହ ସ୍କୁଲ ଶିକ୍ଷା ରୂପାନ୍ତରଣରେ ସହାୟକ ହେବ। ଏନେଇ 5T ସିଚବ ଭିକେ ପାଣ୍ଡିଆନ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି।

 

Spread the love