କୋଲେଷ୍ଟ୍ରୋଲ୍‌କୁ ନିୟନ୍ତ୍ରଣରେ ରଖେ ଏହି ଡ୍ରିଙ୍କ, ଡାଏଟ୍‌ରେ କରନ୍ତୁ ସାମିଲ୍‌

ବର୍ତ୍ତମାନ ଲାଇଫ୍‌ଷ୍ଟାଇଲ୍‌ରେ ବହୁତ ପ୍ରକାରର ପରିବର୍ତ୍ତ ଦେଖିବାକୁ ମିଳୁଛି। ଫାଷ୍ଟଫୁଡ୍‌ ଖାଇବା ବଦଳରେ ଅନେକ ରୋଗ ହେଉଛି । ଯାହା ଫଳରେ ପ୍ରାୟ ସମସ୍ତଙ୍କର ମଧୁମେହ , ହୃଦଘାତ୍‌, କୋଲେଷ୍ଟ୍ରଲ  ବୃଦ୍ଧି ହେବାରେ ସମ୍ଭାବନା ରହୁଛି । ଶରୀରରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ଯତ୍ନ ନେବା ଉଚିତ୍, ନଚେତ୍ ପରେ ସମସ୍ୟା ହୋଇପାରେ । ଏପରି ପରିସ୍ଥିତିରେ, ଅନେକ ଲୋକ ଘରୋଇ ଉପଚାର ଆପଣାଇବା ଉଚିତ୍‌ । ଯାହା ସହଜରେ ନିୟନ୍ତ୍ରଣ କରାଯାଇପାରିବ । ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାରର ପାନୀୟ ପିଇବା ଉଚିତ୍‌।

ଗ୍ରୀନ୍‌ ଟି- ଆପଣ ଜାଣନ୍ତି କି ଗ୍ରୀନ୍-ଚା କେବଳ ଓଜନ ହ୍ରାସ କରେ ନାହିଁ, ବରଂ କୋଲେଷ୍ଟ୍ରୋଲ୍‌କୁ ମଧ୍ୟ ନିୟନ୍ତ୍ରଣ କରାରଖିଥାଏ। ଏଭଳି ପରିସ୍ଥିତିରେ ଆପଣଙ୍କୁ ପ୍ରତିଦିନ ଏହାକୁ ପିଇବାକୁ ପଡିବ, ବାସ୍ତବରେ, ଏହାର ଏପରି ଗୁଣ ଅଛି, ଯେଉଁ କାରଣରୁ ଏହି ପରି ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ ।

ଟମାଟୋ ଜୁସ୍‌-ଏହା ବ୍ୟତୀତ ଶରୀରରେ ଟମାଟୋ ଜୁସ୍‌ ଦ୍ବାରା କୋଲେଷ୍ଟ୍ରୋଲ୍‌କୁ ନିୟନ୍ତ୍ରଣ କରାଯାଇପାରିବ । ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଏହି ଜୁସ୍‌କୁ ପିଇବାକୁ ପଡିବ କିନ୍ତୁ ଅଧିକ ସମସ୍ୟା ଥିଲେ ରୋଗୀମାନେ ଏହାକୁ ପିଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ।

Spread the love