ମାଓ ମୁକାବିଲା ନେଇ କନ୍ଧମାଳ ଏସପିଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ ଏସପିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନ୍ଧମାଳରେ ମାଓବାଦୀଙ୍କ ସହ ସଫଳ ମୁକାବିଲା କରିଥିବାରୁ ପ୍ରଶଂସା କଲେ ନବୀନ ।

ତେବେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ଏସପିଙ୍କ ସହ କଥା ହୋଇଛନ୍ତି । ଏହାସହ ଆଗକୁ ମାଓ ଦମନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

Spread the love